
2023-04-21T14:30:39
ନମସ୍କାର ଆପଣ ସମସ୍ତଙ୍କୁ ପବିତ୍ର ଅକ୍ଷ୍ୟୟ ତୃତୀୟାର ଅନେକ ଅନେକ ଶୁଭେଚ୍ଛା ସହ କହିବାକୁ ଚାହୁଁଚୁ ଯେ ଅକ୍ଷ୍ୟୟ ର ଅର୍ଥ ଆପଣମାନେ ଜାଣିଥିବେ ଯାହା କ୍ଷୟ ହୁଏ ନାହିଁ .ସେଦିନ ଘରକୁ ଖଣ୍ଡେ ଦରକାରୀ ଜିନିଷ ଆଣିଲେ ଶୁଭ ହୁଏ ବୋଲି ମାନ୍ୟତା ଅଛି .ତେଣୁ ଅଳ୍ପେ ବହୁତ ସମସ୍ତେ କିଛି ନା କିଛି ଘର କରଣା ଜିନିଷ କିଣନ୍ତି ବିଶେଷକରି ସୁନା ଅସବାବ ପତ୍ର(ଫୁର୍ଣ୍ଣିଚର)ଜେହୁତୁ ଏହା ଏକ ଅତ୍ୟନ୍ତ ପବିତ୍ର ଦିନ ତେଣୁ ବହୁ ଘର ପ୍ରତିଷ୍ଠା ହୋଇଥାଏ .ତେଣୁ ଏ ସୁନ୍ଦର ସମୟର ଏବଂ ଆପଣଙ୍କ ପଇସାର ସଦୁପଯୋଗ ପାଇଁ ଓଡ଼ିଶାର ସୁନାମଧନ୍ୟ ସୋରୁମ ରୁ ଆମେ ଆଣିଦେଇଛୁ ଉପହାର ର ସମାହାର ଯେ କୌଣସି ଫର୍ଣ୍ଣିଚର କ୍ରୟ ଉପରେ ଆପଣମାନେ ପାଇପାରିବେ ସୁନାକଏନ , ଫାଇନାନ୍ସ ବା ସହଜ ମାସିକିଆ କିସ୍ତି ବିନା କୌଣସି ଅଧିକ ଦେୟରେ ତଥା ପୁରୁଣା କାଠ ଫର୍ଣ୍ଣିଚର ବଦଳାଇ ଉପଯୁକ୍ତ ମୂଲ୍ୟ ପାଇବାର ସୁଯୋଗ ତଥା ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ସହ ସ୍ୱତନ୍ତ୍ର ଉପହାର ଏବଂ କେବଳ ଅଗ୍ରିମ କରି ହାଁ ଆଜ୍ଞା କେବଳ ମାତ୍ର ଅଗ୍ରିମ କରି ଏ ସମସ୍ତ ସୁବିଧାର ସୁଯୋଗ ନିଅନ୍ତୁ .ଫର୍ନିଚର ଗୋଡାଉନ ରେ ଏପରି ସୁଯୋଗର ଲାଭ ଉଠାଇ ନିଜର ସମ୍ପତିପାତ୍ରକୁ ଅକ୍ଷ୍ୟୟ ରଖନ୍ତୁ .କେବଳ ଏ ସୂଯୋଗଟି ୨୩ ଏପ୍ରିଲ ରବିବାର ପର୍ଯ୍ୟନ୍ତ କୌଣସି କାରଣରୁ ସୁଯୋଗଟିକି ହଠଛଡ଼ା ନ କରିବା ପାଇଁ ଆମକୁ ଲେଖନ୍ତୁ .ସବିଶେଷ ବିବରଣୀ ପାଇଁ ଫର୍ନିଚର ଗୋଡାଉନ ବାପୁଜୀ ନଗର ତଥା ପଳାଶୁଣୀ ସାଖା ରେ ଯୋଗାଯୋଗ କରନ୍ତୁ .୯୫୫୬୭୮୪୩୩୩ /୮୮୪୭୮୩୮୮୪୯ .ପ୍ରଭୁ କୃଷ୍ଣଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ.
Have a question? Ask here!
Required fields are marked *